Facebookରେ ବିଷୟବସ୍ତୁ ରିପୋର୍ଟ୍ କରନ୍ତୁ

ଏହି ସୂଚନା ସେହି ଲୋକଙ୍କ ପାଇଁ ଯେଉଁମାନେ Facebook ରେ ବିଷୟବସ୍ତୁ (ଉଦାହରଣ: ଏକ ପୋଷ୍ଟ, ଫଟୋ, କିମ୍ବା ମନ୍ତବ୍ୟ) ରିପୋର୍ଟ କରିବାକୁ ଚାହାଁନ୍ତି।
ଯଦି ଆପଣଙ୍କର ଆକାଉଣ୍ଟରେ ଲଗ୍ ଇନ୍ କରିବାରେ ସମସ୍ୟା ପରି ଅନ୍ୟ ସମସ୍ୟା ହେଉଛି କିମ୍ବା ଆପଣ ଭାବୁଛନ୍ତି ଯେ ଆପଣଙ୍କୁ ହ୍ୟାକ୍ କରାଯାଇଛି, ତେବେ ଆପଣ କ'ଣ ପଦକ୍ଷେପ ନେଇପାରିବେ ସେ ବିଷୟରେ ଅଧିକ ଜାଣନ୍ତୁ।
Facebookରେ ଅପମାନଜନକ ବିଷୟବସ୍ତୁ କିମ୍ବା ସ୍ପାମ୍ ରିପୋର୍ଟ କରିବାର ସର୍ବୋତ୍ତମ ଉପାୟ ହେଉଛି ବିଷୟବସ୍ତୁ ନିକଟରେ ଥିବା ରିପୋର୍ଟ ଲିଙ୍କ୍ ବ୍ୟବହାର କରିବା। ଆପଣ କିପରି ଆମକୁ ବିଷୟବସ୍ତୁ ରିପୋର୍ଟ କରିପାରିବେ ତାହାର ନିମ୍ନରେ କିଛି ଉଦାହରଣ ଦିଆଯାଇଛି। ଅପବ୍ୟବହାର ରିପୋର୍ଟ ସମ୍ୱନ୍ଧରେ ଅଧିକ ଜାଣନ୍ତୁ।
ଯଦି ଆପଣଙ୍କର ଏକ ଏକାଉଣ୍ଟ୍ ନାହିଁ କିମ୍ବା ଆପଣ ରିପୋର୍ଟ କରିବାକୁ ଚାହୁଁଥିବା ବିଷୟବସ୍ତୁ ଦେଖିପାରିବେ ନାହିଁ (ଉଦାହରଣ: କେହି ଜଣେ ଆପଣଙ୍କୁ ଅବରୋଧିତ କରିଛନ୍ତି), ଆପଣ କଣ କରିପାରିବେ ଜାଣନ୍ତୁ

ବିଷୟବସ୍ତୁ ରିପୋର୍ଟ କରନ୍ତୁ

Other ways to get help

Chat with Meta AI support assistant
Resolve issues, make changes and get support in real time